କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଟ୍ରିବ୍ୟୁନାଲ ଟିମ୍

ଟ୍ରିବ୍ୟୁନାଲରେ ଶୁଣାଣି ଅବସରରେ କ୍ଷେତ୍ର ପରିଦର୍ଶନ ନିଷ୍ପତ୍ତି ହୋଇଛି।ପ୍ରଥମ ପର୍ଯ୍ୟାୟର ଦୁଇଟି ଫେଜରେ ଛତିଶଗଡ଼ ପରିଦର୍ଶନ କରିବେ।

ଏପ୍ରିଲ ୧୭ରୁ ୨୧ ଓ ଏପ୍ରିଲ ୨୯ରୁ ମେ ୩ ପର୍ଯ୍ୟନ୍ତ ଗସ୍ତ କରିବେ। ଦୁଇଟି ଫେଜରେ ଉପର ମୁଣ୍ଡରୁ କଲମା ବ୍ୟାରେଜ ଯାଏ ଗସ୍ତ କରିବେ। ଛତିଶଗଡ଼ ଗସ୍ତ ସରିଲେ ଓଡ଼ିଶା ଅଞ୍ଚଳ ଗସ୍ତ ପାଇଁ ନିଷ୍ପତ୍ତି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes