କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥ ଯାତ୍ରା ପାଇଁ ଅଖ କାଠ ପୁରୁଣା ସହର ବଡ଼ଦାଣ୍ଡରେ ପହଞ୍ଚିଲା। ରଥ ଯାତ୍ରା ଉପଲକ୍ଷେ ବିଶ୍ବର ସର୍ବୋଚ୍ଚ ରଥର ମାନ୍ୟତା ପାଇ ଥିବା ଏହି ରଥର ନିର୍ମାଣ ପାଇଁ ଆସିଥିବା ଜଣାପଡିଛି।
ଯୋଡ଼ା ବ୍ଲକ ଖଣ୍ଡବନ୍ଧ ଅଞ୍ଚଳରୁ ଶାଳ ଓ ଧଉରା କିସମ କାଠ ଟ୍ରଲରରେ ବୁହା ହୋଇ ଅଣା ଯାଇଥିବା ଉପ ଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିଷ୍କୁ କହିଛନ୍ତି।