ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଆନନ୍ଦପୁର- ବଡ଼ଖମାର ମଠ ମୁଖ୍ୟ ରାସ୍ତା ଛକ ନିକଟରେ ଥିବା ନଳକୂପ ଦୀର୍ଘ ଦିନ ଅଚଳ ଅବସ୍ଥାରେ ପଡ଼ିରହିଛି।
ଫଳରେ ଏଠାରେ ନିର୍ଭର କରୁଥିବା ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଶିଘ୍ର ମରାମତି ପାଇଁ ଦାବି ହେଉଛି।