ପୂର୍ବରୁ ରହୁଥିବା ଏକ୍ସପ୍ରେସ୍ ପୁନର୍ବାର ରହଣି ଦାବିରେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ଆନ୍ଦୋଳନ କରାଯାଉଛି।
ରେଳ ଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳା ବସି ରହିଛନ୍ତି।
Credible Local News of Odisha