ଅପହରଣ ଛାତ୍ରକୁ ଉଦ୍ଧାର କଲା ଖଣ୍ଡଗିରି ପୁଲିସ January 10, 2023 by Rameswar mahakur ଭୁବନେଶ୍ଵରରେ ଛାତ୍ର ଅପହରଣ ଘଟଣାରେ ଜଣେ ଛାତ୍ରକୁ ଗିରଫ କରିଛି ଖଣ୍ଡଗିରି ପୁଲିସ। ଅପହରଣ କାରଣ ଅସ୍ପଷ୍ଟ ରହିଛି।