ପୁରୁଣା ଭୁବନେଶ୍ୱରରେ ବିଜେପି ପକ୍ଷରୁ ପଦଯାତ୍ରା

ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ଦାବିରେ ପୁରୁଣା ଭୁବନେଶ୍ୱରରେ ବିଜେପି ପକ୍ଷରୁ ପଦଯାତ୍ରା କରାଯାଇଛି।

ଏହି ପଦଯାତ୍ରାକୁ ରାଜ୍ୟ ବିଜେପି ସଭାପତି ଶୁଭାରମ୍ଭ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes