ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନ ସଇଡା ୧୧ନଂ ୱାର୍ଡରେ ପାରିବାରିକ କଳହକୁ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଘଟଣା ସ୍ଥଳରେ କୁଚିଣ୍ଡା ପୁଲିସ ପହଞ୍ଚି ସ୍ବାମୀ ଗୋବିନ୍ଦ ମାଝୀକୁ ଅଟକ ରଖିଛି ।
Credible Local News of Odisha