ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟି ରାଜ୍ୟର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି l
ଅନୁଗୁଳର 55ନଂ ଜାତୀୟ ରାଜପଥ, କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼, ପାରାଦୀପ -ବଡ଼ବିଲ ଇକୋନୋମିକ କରିଡର ଏବଂ ପାଣିକୋଇଲି -କେନ୍ଦୁଝର -ରିମୁଳି ରାସ୍ତା ସମ୍ପର୍କରେ ଆଲୋଚନା କରିଥିଲେ l