ଆଦିବାସୀ ମେଳାରେ ମନ ମୋହୁଛି ଜନଜାତି ନୃତ୍ୟ

ଆଦିବାସୀ ମେଳାର ଚତୁର୍ଥ ଦିବସରେ ଆଜି ସୁଦୃଶ୍ୟ ରଙ୍ଗମଞ୍ଚରେ କୁଚିଣ୍ଡାରୁ ଆସିଥିବା କିଷାନ ମାନଙ୍କ ନୃତ୍ୟ ଲୋକଙ୍କ ମନ ମୋହିଥିଲା l

ଏଥିସହ ଫୁଲବାଣୀର ଧାଙ୍ଗିଡ଼ି ନାଚ, ସୁନ୍ଦରଗଡ଼ର ଓରାମ ଜନଜାତିଙ୍କ କରମା ନାଚ, ମୁଣ୍ଡା ଜନଜାତିଙ୍କ ନୃତ୍ୟ ଏବଂ କନ୍ଧ ମାନଙ୍କ ଶିଙ୍ଗ ନୃତ୍ୟ ଚମତ୍କାର ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes