ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ନାଁ ରହିଛି।
ମନ୍ତ୍ରୀ ରାଜା ସ୍ୱାଇଁ, ପ୍ରତାପ ଦେବ, ଅତନୁ ନାୟକ, ନବ ଦାସଙ୍କ ନାଁ ମଧ୍ୟ ତାଲିକାରେ ରହିଛି। ସେଭଳି ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସିନେତାରକା ଅରିନ୍ଦମ ରାୟ ତାଲିକାରେ ଅଛନ୍ତି।