ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହରର ଆର୍ତ୍ତକବିରାଜ ରୋଡ୍ରେ ଏହି ଘଟଣା ଘଟିଛି।
ଗୁଳିମାଡ଼ରେ ଆହତ ହୋଇଥିବା ଯୁବକ କମଳ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କମଳଙ୍କ ଆଖିରେ ଗୁଳିଟି ବାଜିଛି। ଘଟଣାପରେ କମଳଙ୍କ ସାଙ୍ଗ ତଥା ଅଭିଯୁକ୍ତ ସୁଜଲ୍ ଚୌଧୁରୀ ଫେରାର ହୋଇଯାଇଛି।
Credible Local News of Odisha