ସାଙ୍ଗକୁ ଗୁଳି ମାରିଲା ସାଙ୍ଗ

ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହରର ଆର୍ତ୍ତକବିରାଜ ରୋଡ୍‌ରେ ଏହି ଘଟଣା ଘଟିଛି।

ଗୁଳିମାଡ଼ରେ ଆହତ ହୋଇଥିବା ଯୁବକ କମଳ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କମଳଙ୍କ ଆଖିରେ ଗୁଳିଟି ବାଜିଛି। ଘଟଣାପରେ କମଳଙ୍କ ସାଙ୍ଗ ତଥା ଅଭିଯୁକ୍ତ ସୁଜଲ୍ ଚୌଧୁରୀ ଫେରାର ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes