ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ସୂଚନା ମିଳିଛି।
୩ଟି କଲମ ଓ ବିମ୍ରେ ଫାଟ ରହିଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ବୈଷୟିକ କୋର୍ କମିଟିର ଅନୁଧ୍ୟାନ ପରେ ଫାଟ ଠାବ କରିଛି।
ଏ ନେଇ କମିଟି ସଦସ୍ୟ ଏନ୍.ସି ପାଲ୍ ଓ ଏସ୍.କେ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।
Credible Local News of Odisha