ଯନ୍ତ୍ରୀଙ୍କ କ୍ରିପ୍ଟୋ କରେନ୍ସି ଅଚଳ ପାଇଁ କ୍ରିପ୍ଟୋ ଏଜେନ୍ସିକୁ ଭିଜିଲାନ୍ସର ଚିଠି

ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କ ଥିବା କ୍ରିପ୍ଟୋ କରେନ୍ସିକୁ ଠାବ କରିବା ପାଇଁ ଏକ୍ସପର୍ଟଙ୍କ ସହାୟତା ନେଉଛୁ, ବିଦେଶରେ ଥିବା କ୍ରିପ୍ଟୋ କରେନ୍ସି ଫ୍ରିଜ୍ ପାଇଁ ଇ-ମେଲ୍ ମାଧ୍ୟମରେ କ୍ରିପ୍ଟୋ ଅଥରିଟିଙ୍କୁ ଲେଖିଛୁ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି।

ଅନ୍ୟ ରାଜ୍ୟର କ୍ରିପ୍ଟୋ ଏକ୍ସପର୍ଟଙ୍କ ସହାୟତା ମଧ୍ୟ ନିଆଯାଉଛି, ୧ କୋଟି ୭୫ ଲକ୍ଷର କ୍ରିପ୍ଟୋ ମିଳିଛି, ଆହୁରି ଅଧିକ ମିଳିବ ବୋଲି ଜେଠୱା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes