ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିର ସଭାଗୃହ ଠାରେ ଆଜି ସକାଳ ୧୦ଘଣ୍ଟା ସମୟରେ ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ ପାଳନ ସମ୍ବନ୍ଧେ ନୀତି ନିୟମ ନିର୍ଦ୍ଧାରଣ ହୋଇଥିଲା।
ଏଥିରେ କମିଟିର ସମସ୍ତ ସଦସ୍ୟ ଭାଗ ନେଇଥିଲେ ।