ସୋନପୁର ସଦରବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡବଲଙ୍ଗ ତଲିପଡା କଲ୍ୟାଣ ମଣ୍ଡପ ଠାରେ କୁଆଁର ପୂର୍ଣ୍ତିମୀ ଦିନ ଗଜଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସଭାପତି ବିରଞ୍ଚ ନାଏକ ଏବଂ ସଂପାଦକ ଗୈାତମ୍ ବଘାରଙ୍କୁ କର୍ତ୍ତା ଦାୟିତ୍ଵ ଦିଆଯାଇଛି । ଗଣେଶ୍ଵର ପୂଟେଲକୁ ପୂଜାର୍ଚ୍ଚନା କରିବା ପାଇଁ ପଣ୍ତିତ ମନୋରଂଜନ ମିଶ୍ର ପ୍ରମୁଖ କୁ ଦାଯିତ୍ବ ଦିଆଯାଇଛି