ନବରାତ୍ରରେ ମା ଉଗ୍ରତାରାଙ୍କ ବ୍ରହ୍ମଚାରିଣୀ ବେଶ

ଶାରଦୀୟ ଷୋଳପୂଜା ଅବସରରେ ଖୋର୍ଦ୍ଧା ଜିଲ୍ଲା ମୂଳିଝରଗଡ ସ୍ଥିତ ମା ଉଗ୍ରତାରା ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।

ସୋମବାର ଠାରୁ ମା’ ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ଆଜି ମା’ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି ଭକ୍ତଗଣଙ୍କୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes