କେନ୍ଦୁଝର ସଦର ଥାନା ଏନ୍ଏଚ୍-୪୯ ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।
କନଷ୍ଟେବଲ ଡ୍ୟୁଟି ସାରି ବାଇକ୍ରେ ଫେରିଲା ବେଳେ ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଛନ୍ତି। ମୃତ କନଷ୍ଟେବଲଙ୍କ ଘର ବାରିଆ ଥାନା ଉଖୁଣ୍ଡା ଅଞ୍ଚଳରେ।
Credible Local News of Odisha