ସଡ଼କ ଦୁର୍ଘଟଣାରେ ପୁଲିସ କନଷ୍ଟେବଲ ମୃତ

କେନ୍ଦୁଝର ସଦର ଥାନା ଏନ୍ଏଚ୍-୪୯ ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।

କନଷ୍ଟେବଲ ଡ୍ୟୁଟି ସାରି ବାଇକ୍‌ରେ ଫେରିଲା ବେଳେ ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଛନ୍ତି। ମୃତ କନଷ୍ଟେବଲଙ୍କ ଘର ବାରିଆ ଥାନା ଉଖୁଣ୍ଡା ଅଞ୍ଚଳରେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes