ଓଡ଼ିଶାରେ ଶୀଘ୍ର ଆରମ୍ଭ ହେବ 5 ଜି ସେବା -ଅଶ୍ୱିନୀ

ଓଡ଼ିଶାରେ ଶୀଘ୍ର 5ଜି ସେବା ଆରମ୍ଭ ହେବ ଏବଂ 5ଜିରେ ରେଡ଼ିଏସନର କୌଣସି ଭୟ ନାହିଁ ବୋଲି ଆଜି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ l
ପୁରୀରେ ଅନୁଷ୍ଠିତ ହେଉଥିବା ବିଜେପିର ବୈଠକରେ ସାମିଲ ହେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଓଡିଶା ଆସିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes