ପୁଣି ଡିଲ ବେଳେ ଜବତ ହେଲା ହନୁମାନ ପଇସା, ଜଣେ ଗିରଫ

ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳରେ ଗତକାଲି ଦୁଇଟି ହନୁମାନ ପଇସା ଜବତ ହୋଇଥିବା ବେଳେ ଆଜି ପୁଣି ଏକ ହନୁମାନ ପଇସା ଦୁଇ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ ହେଉଥିବା ସମୟରେ ପୁଲିସ ଚଢ଼ାଉ କରି ତାହା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି l
ଜବତ ହନୁମାନ ପଇସାଟି 1818 ମସିହାର ଏକ ଅଧ ଅଣା ମୁଦ୍ରା ବୋଲି ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes