ବାରିପଦା ପୌରପାଳିକା ଅଧିନ ୱାର୍ଡ ନମ୍ବର ୨୫ ରେ ଥିବା ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ଆଚର ଫାକ୍ଟ୍ରିକୁ ଆଜି ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି ଏବଂ ୱାର୍ଡ କାଉନସିଲର ଦେବାଶିଷ ପାତ୍ର ପରିଦର୍ଶନରେ ପହଞ୍ଚିଲେ।
ଆଚାରର ବଜାରରେ କିପରି ଚାହିଦା ବଢିବ ସେ ବିଷୟରେ ଆଲୋଚନା କରିବା ସହ ବଜାର ମଧ୍ୟରେ ଏକ ଦୋକାନ ଗୃହ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ।