ନୂଆପାଲି ଗାଁରେ ନୂତନ କଲ୍ୟାଣ ମଣ୍ତପ ଉଦଘାଟନ କଲେ ମନ୍ତ୍ରୀ

ଆଜି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଚଢ଼େଇ ଗ୍ରାମ ପଞ୍ଚାୟତ ନୂଆଁପାଳି ଗାଁରେ ନୂତନ କଲ୍ୟାଣ ମଣ୍ଡପ ମନ୍ତ୍ରୀ ସୁଶାନ୍ତ ସିଂହ ଉଦଘାଟନ କରିଛନ୍ତି।

ଏହି ସମୟରେ ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧୀରେନ୍ଦ୍ର କୁମାର ସେଠୀ ଉପସ୍ଥିତ ଥିଲେ । ଦୀର୍ଘ ଦିନ ହେବ ଗାଁରେ କଲ୍ୟାଣ ମଣ୍ତପ ନଥିବାରୁ ଅନେକ ସମସ୍ୟ ହେଉଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes