କଟକ ଜିଲ୍ଲାର ମୁଣ୍ଡଳୀରେ ବିପଦ ସଂକେତ 97.25 ଫୁଟ ଥିବା ବେଳେ ଆଜି ମହାନଦୀର ବନ୍ୟା ଜଳ 97.30 ଫୁଟରେ ପ୍ରବାହିତ ହେଉଛି l. ଏବେ ଏଠାରେ ସେକେଣ୍ଡକୁ 11 ଲକ୍ଷ 60 ହଜାର 900 ଘନଫୁଟ ଜଳ ପ୍ରବାହିତ ହେଉଛି l
Credible Local News of Odisha