ଜୟଶଙ୍ଖପୁର ଠାରେ ମହାନଦୀରେ ୭୦ ଫୁଟର ଘାଇ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଜୟଶଙ୍ଖପୁର ଠାରେ ମହାନଦୀରେ ୭୦ ଫୁଟର ଘାଇ ହୋଇଛି।

ବନ୍ୟାଜଳ ଜିଲାନାସୀ ଓ ମାଧପୁର ଭିତରକୁ ମାଡ଼ି ଚାଲିଛି। ବଡ଼ବାଲିକଣି ନିକଟରେ ପାଇକା ନଦୀବନ୍ଧରେ ମଧ୍ୟ ଘାଇ ହୋଇଛି। ହଂସୁରା ନିକଟରେ ମଧ୍ୟ ମହାନଦୀ ବନ୍ଧ ଉପରେ ପାଣି ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes