ମୟୁରଭଞ୍ଜରେ ଦିନକରେ ୨୯ କରୋନାରେ ଆକ୍ରାନ୍ତ July 18, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ୨୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l