କେନ୍ଦୁଝରରେ ଦିନକରେ ୧୦ କରୋନାରେ ଆକ୍ରାନ୍ତ July 18, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l