ରାଜସ୍ଥାନରେ କହ୍ନେୟାଲାଲଙ୍କ ହତ୍ୟା ଘଟଣାର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁଖ୍ୟ ଛକ ଠାରେ ବଜରଙ୍ଗ ଦଳ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
Credible Local News of Odisha