ରଥଯାତ୍ରା ନେଇ ପୁଲିସ ବିଭାଗ ପକ୍ଷରୁ ମକଡ୍ରିଲ

ମୟୂରଭଞ୍ଜ ଜିଲ୍ଲା ବାରିପଦାର ଆଉ ଗୋଟାଇ ଦିନ ପରେ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି ବଡ଼ଦାଣ୍ଡ ଠାରେ ମକଡ୍ରିଲ ଅନୁଷ୍ଠିତ ହୋଇଛି।

ବଡ଼ବଜାର ଠାରେ ଜଗନ୍ନାଥ ମନ୍ଦିର ଠାରୁ ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ପୋଲିସର ସୁରକ୍ଷା ବ୍ୟବସ୍ଥା ସମେତ ରଥରେ କଡ଼ନ ବ୍ୟବସ୍ଥା ଆଦିର ମକଡ୍ରିଲ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୁରୁଖୁରୁରେ ଶୃଙ୍ଖଳିତ ଭାବେ ରଥଯାତ୍ରା ପାଳନ ପାଇଁ ଆଜିର ମକଡ୍ରିଲ ସହ ଅନ୍ୟାନ୍ୟ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes