କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ବଙ୍କାପଲା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୨୬୯ଜଣ ଛାତ୍ରଛାତ୍ରୀ ପଡ଼ୁଛନ୍ତି ।କିନ୍ତୁ ୬ଜଣ ଶିକ୍ଷକ ଅଛନ୍ତି ।ଯାହା ଫଳରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ।
ତେଣୁ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟ ବିଇଓ କାର୍ଯ୍ୟାଳୟକୁ ଆସି ଏବିଇଓ ଗୌରାଙ୍ଗ କୁମାର ବିଶ୍ବାସଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।