ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଅଞ୍ଚଳରେ ଆଜି ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ବଡଡଗିଆଣି ଗ୍ରାମର ଚିନ୍ମୟ ନାଏକଙ୍କ ଠାରୁ ୧୨ ଲିଟର, ବଗର୍ତ୍ତି ପାଲି ଗ୍ରାମର ରଞ୍ଜନ ଭୋଇଙ୍କ ଠାରୁ ୯ ଲିଟର, ଚମ୍ପା ପୁର ଗ୍ରାମର ଦୁର୍ଯ୍ୟୋଧନ ବେହେରାଙ୍କ ଠାରୁ ୩୫ଲିଟର ଏହି ପରି ଏହି ତିନି ଜଣଙ୍କ ପାଖରୁ ୫୬ ଲିଟର ଦେଶୀ ମଦ ଜବତ କରି ତିନି ଜଣଙ୍କୁ ଗିରଫ କରିଛି।