ଯୋଡ଼ାରେ 24 ଘଣ୍ଟାରେ 71.2 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ାରେ 71.2 ମିଲିମିଟର ବର୍ଷା ହୋଇଥିବା ବେଳେ ହରିଚନ୍ଦନପୁରରେ 70 ଏବଂ ବାଂଶପାଳରେ 34.3 ମିମି ବର୍ଷା ରେକର୍ଡ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes