କେନ୍ଦୁଝର ଜିଲ୍ଲା ସାହାରପଡା ଲ୍ୟାମ୍ପସରେ ୧୫ ଟି ନିର୍ଦ୍ଦେଶକ ପଦବୀ ଥିବା ବେଳେ ସମୁଦାୟ ୪୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ।
ହେଲେ ୩୮ ଜଣ ପ୍ରାର୍ଥୀଙ୍କୁ ନେଇ ଆସନ୍ତାକାଲି ନିର୍ବାଚନ ହେବାକୁ ଥିବା ବେଳେ ୮ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ଵନ୍ଦିତାରେ ଥିବା ସୂଚନା ମିଳିଛି l
Credible Local News of Odisha