ଶିକ୍ଷୟତ୍ରୀ ଡେରିରେ ବିଦ୍ୟାଳୟକୁ ଆସିବାରୁ ଗ୍ରାମରେ ଉତ୍ତେଜନା

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ମାଟିହୁଡ଼ି ଗ୍ରାମ ଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ମାଣିକେଶ୍ୱରୀ ମାର୍ଣ୍ଡି ବିଦ୍ୟାଳୟକୁ ଡେରିରେ ଆସିବାରୁ ଗ୍ରାମବାସୀଙ୍କ ଦ୍ଵାରା ହଟହଟା ହୋଇଛନ୍ତି ।

ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଡେରିରେ ଆସୁଥିବା ବେଳେ ଗ୍ରାମରେ ଉତେଜନା ଦେଖା ଦେଇଥିଲା । ଗ୍ରାମବାସୀମାନେ ଆଜି ଏକ ବୈଠକରେ ତାଙ୍କୁ ତାଗିଦ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes