ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପିପଲବାହାଳ ଗ୍ରାମର ପ୍ରମୋଦ କୁମାର ବେହେରା ଓ ତାଙ୍କ ସାନ ଭାଇ କୁମୁଦ ବେହେରାଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ପାଟିତୁଣ୍ଡ ହୋଇଥିଲା।
ଏନେଇ ସାନ ଭାଇ ବଡ଼ ଭାଇକୁ ଠେଙ୍ଗା ଦ୍ୱାରା ପିଟିବାରୁ ସେ ଆହତ ହୋଇଥିବା ଛେଣ୍ଡିପଦା ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି।