ରଥଯାତ୍ରା ନିମନ୍ତେ ଦଶ ହଜାର ଟଙ୍କା ଦାନ

ରଥଯାତ୍ରାରେ ଠାକୁରଙ୍କ ଖଣ୍ଡୁଆ ପାଟ ନିମନ୍ତେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ନନ୍ଦକିଶୋର ଜେନା ୧୦,୦୦୦ଟଙ୍କା ଦାନ କରିଥିବା କପ୍ତିପଦା ରଥଯାତ୍ରା କମିଟି ତରଫରୁ କୁହାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes