ଅନୁଗୁଳ ଆଣ୍ଡୋରା ଷ୍ଟାଡିୟମ ଠାରେ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଆସନ୍ତା ୨୧ ତାରିଖ ଦିନ ବିଶ୍ବ ଯୋଗ ଦିବସ ନିମନ୍ତେ ଆଜି ଏକ ବିଶାଳ ରାଲି କରାଯାଇ ସ୍ବାସ୍ଥ୍ୟ ପ୍ରେମୀମାନଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ଅନୁଗୁଳ ଉପଜିଲ୍ଲାପାଳ ବୈଦରାଜ ଦିପ୍ ନୀଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।