ସୋନପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ବସଷ୍ଟାଣ୍ଡ ଠାରେ ଆଜି ଟିଭିଏସ ବାଇକ କମ୍ପାନୀ ପକ୍ଷରୁ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ ହୋଇଛି।
ଏଥିରେ ପୁରୁଣା ବାଇକ ବଦଳରେ ନୂତନ ବାଇକ କ୍ରିୟ ଉପରେ ବିଭିନ୍ନ ଆକର୍ଷଣ ପୁରସ୍କାର ରହିଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି।
Credible Local News of Odisha