ଜୁଯୋମୁରା ପୁଲିସ ଦ୍ୱାରା ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର ଜିଲ୍ଲା ଜୁଯୋମୁରା ଥାନା ଅନ୍ତର୍ଗତ ଭୋଇପାଲି ଗ୍ରାମର ବିଦ୍ୟାଧର ବିଭାରଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଜି ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

ଜୁଯୋମୁରା ପୁଲିସ ତରଫରୁ ମିଳିଥିବା ସୂଚନା ମୁତାବକ, ବିଦ୍ୟାଧର ବିଭାରଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା ।ଗିରଫ ଅଭିଯୁକ୍ତମାନେ ହେଲେ ଜୁଯୋମୁରା ଥାନା ଅଞ୍ଚଳର ରେନୁକା ବାରିକ ,ସୁରଜ ବାରିକ ଓ ସନ୍ତୋଷ ଜଗଦଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes