26 ଲକ୍ଷର ବ୍ରାଉନସୁଗର ଜବତ, 2 ଗିରଫ

ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଅଅଁଲେଇ ମନ୍ଦିର ନିକଟରେ ପୁଲିଆ ଆଜି ଅପରାହ୍ନରେ ଦୁଇଜଣଙ୍କୁ ଗିରଫ କରିବା ସହ 260 ଗ୍ରାମ ବ୍ରାଉନସୁଗର ଜବତ କରିଛି l

ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ 26 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes