24 ଘଣ୍ଟାରେ ପାଟଣାଗଡ଼ରେ 43.6 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଳାର ପାଟଣାଗଡ଼ରେ 43.6, ସଇଁତଳାରେ 31 ଏବଂ ଲୋଇସିଂହାରେ 27 ମିଲିମିଟର ବର୍ଷା ରେକର୍ଡ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes