ୱାର୍ଲଡ ସ୍କିଲ ସେଣ୍ଟରରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିକାରୀ

ଆଜି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅଧିକାରୀମାନେ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି l ସେମାନେ ୱାର୍ଲଡ ସ୍କିଲ ସେଣ୍ଟର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l

ଏଥି ସହିତ ପ୍ରୟାସ ଯୋଜନା ମାଧ୍ୟମରେ ଦକ୍ଷତା ତାଲିମ୍ ନେଉଥିବା ଅନୁସୂଚିତ ଜାତି, ଜନଜାତି ବର୍ଗର ପିଲାମାନେ କିପରି ଭବିଷ୍ୟତରେ ଏଥିରୁ ଉପକୃତ ହୋଇପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes