୮ ନମ୍ୱର ୱାର୍ଡରେ ଜଳଛତ୍ର ଉଦଘାଟନ

ମୟୂରଭଞ୍ଜ ଜିଲ୍ଲା ଉଦଳା ୮ ନମ୍ୱର ୱାର୍ଡ ରେ ଆଜି ଏନଏସି ପକ୍ଷରୁ ଜଳଛତ୍ର ଉଦଘାଟନ ହୋଇଛି । ଉଦଳା ଏନଏସି ଅଧକ୍ଷା ପ୍ରମିଳା ପଣ୍ଡା ଜଳଛତ୍ର ର ଫିତା କାଟି ଉଦଘାଟନ କରିଥିଲେ ।

୮ ନମ୍ୱର ୱାର୍ଡ ର ଯୁବ କାଉନସିଲର ଶୁଭଦୀପ ମହାନ୍ତି ଓ ୧ ନମ୍ୱର୍ ୱାର୍ଡ କାଉନସିଲର ଧୀରେନ୍ଦ୍ରନାଥ ଖଣ୍ଡେଲୱାଲ ସମେତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes