୬ ମାସର ଝିଅକୁ ତଣ୍ଟି ଚିପି ହତ୍ୟ ଘଟଣାରେ ମା’କୁ ଗିରଫ କରିଛି ବାଲେଶ୍ଵର କମର୍ଦ୍ଦା ପୁଲିସ।
ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଗିରଫ କରିଛି। ଗତ ୫ରେ ସିଆରୋଇ ଗାଁରେ ଘଟିଥିଲା ହତ୍ୟାକାଣ୍ଡ। ଝିଅକୁ କୁକୁର ଝୁଣି ମାରିଛି ବୋଲି ପ୍ରଥମେ କହିଥିଲା ମା’। ପୋଷ୍ଟମର୍ଟମରୁ ହତ୍ୟା ସୂଚନା ମିଳିବା ପରେ ଗିରଫ କଲା ପୁଲିସ।