୫୬ ପ୍ରହରୀ ନାମ ଯଜ୍ଞ ସହ ପାତାଳୀ ମହୋତ୍ସବ ଉଦଯାପିତ

ଆଜି ୫୬ ପ୍ରହରୀ ନାମ ସଂକୀର୍ତ୍ତନ ସହ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଠାରେ ପାତାଳୀ ମହୋତ୍ସବ ଉଦଯାପିତ ହୋଇଯାଇଛି ।

ଏଥିସହ ଅଖଣ୍ଡ ଘୃତ ଯଜ୍ଞ ଓ ଭାଗବତ ସପ୍ତାହ ପାରାୟଣର ମଧ୍ୟ ସମାପନ ଘଟିଛି । ଆଜି ପୂର୍ଣ୍ଣାହୁତି ଅବସରରେ ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ନଗର ପରିକ୍ରମା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes