୫୪ ସଦସ୍ୟଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ଲାଇସେନ୍ସ ରଦ୍ଦ କଟକଣା ହଟିଲା

ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଘଟଣାରେ ୫୪ ସଦସ୍ୟଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ଲାଇସେନ୍ସ ରଦ୍ଦ କଟକଣା ହଟିଛି।

ଘଟଣାରେ ୫୪ ସଦସ୍ୟଙ୍କ ଲାଇସେନ୍ସ ସସ୍ପେଣ୍ଡ ବଳବତ୍ତର ରହିବ। ଏନେଇ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଲାଇସେନ୍ସ ରଦ୍ଦ ହୋଇଥିବା ସଦସ୍ୟମାନେ ବିସିଆଇ ନିକଟରେ ପକ୍ଷ ରଖିପାରିବେ। ଫେବ୍ରୁଆରୀ ୧୫ ସୁଦ୍ଧା ନିଜ ପକ୍ଷ ରଖିପାରିବେ ଆଇନଜୀବୀ। ଭଙ୍ଗାରୁଜା ଘଟଣାର ତଦନ୍ତ ପାଇଁ ବିସିଆଇର ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗଠନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes