୪ ବନ୍ଦର ପାଇଁ ବିପଦ ସଙ୍କେତ ଜାରି

ସମ୍ଭାବ୍ୟ ବାତ୍ୟା ପାଇଁ ପାରାଦୀପ, ଗୋପାଳପୁର, ପୁରୀ ଓ ଚାନ୍ଦବାଲି ବନ୍ଦରକୁ ୧ ନମ୍ବର୍ ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ।

୯, ୧୦ ଓ ୧୧ ତାରିଖରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes