୪୮୬ ଗ୍ରାମ ସୁନା ଜବତ, ୩ ଗିରଫ

ସୁନା ଦୋକାନରୁ ଲୁଟ୍‌ ଘଟଣାରେ ଗଞ୍ଜାମ ଆସିକାରୁ ୨ ଲୁଟେରା ସହ ଜଣେ ଗ୍ରାହକଙ୍କୁ ଗିରଫ କରିଛି ପୁଲିସ।

୪୮୬ ଗ୍ରାମ ସୁନା ସହ ନଗଦ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଛି।ଗତବର୍ଷ ଭଦ୍ରକ ଜିଲ୍ଲା ବେତଡ଼ା ସ୍ଥିତ ସୁନା ଦୋକାନରୁ ଲୁଟ୍ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes