୪ଟା ଯାଏଁ ଗୃହ ମୁଲତବୀ

ସର୍ବଦଳୀୟ ବୈଠକରେ ନିଷ୍କର୍ସ ବାହାରିପାରିନ ଥିବାରୁ ୪ଟା ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି।

ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ଘଟଣାରେ ଗୃହ ମଧ୍ୟରେ ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ପରେ ଗୃହ ମୁଲତବୀ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes