୩ ବର୍ଷ ତଳୁ ଫେରାର ଥିବା ପୂର୍ବତନ ଆଇଆଇସି ଗିରଫ

ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କୁ ନରସିଂହପୁର ବଡ଼ଭୂଇଁ ସ୍ଥିତ ନିଜ ଘରୁ ଗିରଫ କଲା କ୍ରାଇମବ୍ରାଞ୍ଚ।

ଆଇଆଇସି ବ୍ରାଉନସୁଗାର ଡିଲ୍ କରୁଥିବା ଅଡିଓ ଭାଇରାଲ ହୋଇଥିଲା। ଘଟଣାକୁ ନେଇ ଆଇଆଇସି ଧନେଶ୍ୱରଙ୍କୁ ସସପେଣ୍ଡ କରିଥିଲେ ଡିଜି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes